Home Oriya Odia Dictionary

Download Oriya Odia Dictionary APP

Colour In Oriya Odia Meaning

ରଙ୍ଗାଇବା, ରଙ୍ଗେଇବା

Definition

କୌଣସି ବସ୍ତୁଆଦି ଉପରେ କୌଣସି ବସ୍ତୁ, ପ୍ରକ୍ରିୟାଆଦିର ପ୍ରଭାବ ପଡ଼ିବା
କାହାର ରୂପ, ଗୁଣଆଦି କାରଣରୁ ତା ଉପରେ ପ୍ରସନ୍ନ, ଅନୁରକ୍ତ, ବା ମୋହିତ ହେବା
କୌଣସି ବସ୍ତୁକୁ ଗୋଳାହୋଇଥିବା ରଙ୍ଗରେ ମଡ଼େଇ ବା ବୁଡ଼େଇ ରଙ୍ଗୀନ କରିବା
ରଙ୍ଗ ଲଗାଇବା
ଚିତ୍ର ଆଦିରେ ରଙ୍ଗ ଲଗାଇବା

Example

ଗାୟିକାଙ୍କ ମଧୁର ସ୍ୱର ମୋତେ ପ୍ରଭାବିତ କଲା
ଜେଜେମା ଧୋତି ରଙ୍ଗାଉଛନ୍ତି
ଶ୍ରମିକଟି କାନ୍ଥ ରଙ୍ଗାଉଛି
ଆମ୍ବକୁ ହଳଦିଆ ରଙ୍ଗରେ ରଙ୍ଗାଅ