Home Oriya Odia Dictionary

Download Oriya Odia Dictionary APP

Combined Oriya Odia Meaning

ଅନ୍ତର୍ଗତ, ଅନ୍ତର୍ଭୁକ୍ତ, ଏକତ୍ରିତ, ମଶ୍ରିତ, ଯୁକ୍ତ, ସମଶ୍ରିତ, ସମ୍ମିଳିତ, ସଂଯୁକ୍ତ, ସଂଶ୍ଳିଷ୍ଟ, ସାମିଲ

Definition

ସେହି ବ୍ୟକ୍ତି ଯାହା ସହିତ କୌଣସି ସଂପର୍କ ଅଛି
ଯାହା ସଂଗ୍ରହ କରାଯାଇଛି
କୌଣସି କାର୍ଯ୍ୟରେ ସହଯୋଗ କରୁଥିବା ବ୍ୟକ୍ତି
କୌଣସି କାମ ବା ରୋଜଗାରରେ ଭାଗ ରଖୁଥିବା ବ୍ୟକ୍ତି
ଏକାଭଳି ବହୁତଗୁଡ଼ିଏ ବସ୍ତୁର କିଛି

Example

ମୋର ଜଣେ ସଂପର୍କୀୟ ଦିଲ୍ଲୀରେ ରହନ୍ତି
ଏହି ସଂଗ୍ରାହଳୟରେ ପୁରାକାଳୀନ ବହୁ ସଂଗୃହୀତ ବସ୍ତୁ ରହିଛି
ଏହି କାମରେ ସେ ମୋର ସହଯୋଗୀବ୍ୟକ୍ତି
ଏହି ବେପାର କରିବାପାଇଁ ମୋର ଜଣେ ଅଂଶୀଦାରର ଆବଶ୍ୟକତା ରହିଛି
ରାମ ଓ ଶ୍ୟାମ ମଧ୍ୟରେ ଶସ୍ୟରାଶିର ବଣ୍ଟନ ହେଲା
ନିଜ ଅଧୀନ କର୍ମଚ