Home Oriya Odia Dictionary

Download Oriya Odia Dictionary APP

Comic Oriya Odia Meaning

ହାସ୍ୟ

Definition

ମନକୁ ଆମୋଦିତ କଲାଭଳି କଥା ବା କାମ
ହସିବାର ଯୋଗ୍ୟ କିମ୍ବା ଯାହାକୁ ନେଇ ଲୋକ ହସନ୍ତି""
ହସିବାର କ୍ରିୟା ବା ଭାବ
ଯାହା ହାସ୍ୟରେ ଭରା
ସାହିତ୍ୟର ନବ ରସଗୁଡ଼ିକରୁ ଗୋଟିଏ ଯାହା ଅଯୁକ୍ତ,ଅସଙ୍ଗତ,କୁରୂପ ବା ବିକୃତ ଘଟଣାବଳୀ,ପଦାର୍ଥ, ବା କଥା ଆଦିରୁ ଉତ୍ପନ୍ନ ହୋଇଥାଏ
ଉପହାସର ଯୋଗ୍ୟ

Example

ହାସ୍ୟ କବିତା ଶୁଣି ଶ୍ରୋତାମାନେ ଜୋରରେ ହସିଲେ
ତାର ହସ ମନଜିଣା
ଏହି ନାଟକ ହାସ୍ୟରସାତ୍ମକ
ହାସ୍ୟ ରସର ସ୍ଥାୟୀଭାବ ହେଉଛି ହସ
ସେ ତାର ଥଟ୍ଟାଳିଆ ଗୁଣ ପାଇଁ ହିଁ ଜଣାଶୁଣା