Home Oriya Odia Dictionary

Download Oriya Odia Dictionary APP

Coming Back Oriya Odia Meaning

ପ୍ରତ୍ୟାବର୍ତନ

Definition

କୌଣସି କାମ କିମ୍ବା ଜାଗାକୁ ଯାଇ ସେଠାରୁ ପୂର୍ବ ସ୍ଥାନ ବା ଅବସ୍ଥାକୁ ଫେରିବା
ପଛ ଆଡ଼କୁ ବୁଲିବା
କୌଣସି ସ୍ଥାନରୁ ଫେରି ଆସିବାର ପ୍ରକ୍ରିୟା

Example

ବାପା କାଲି ଦିଲ୍ଲୀରୁ ଫେରିଲେ
ରାମର ଡାକ ଶୁଣି ଶ୍ୟାମ ପଛକୁ ଲେଉଟିଲା