Home Oriya Odia Dictionary

Download Oriya Odia Dictionary APP

Commencement Oriya Odia Meaning

କାମଆରମ୍ଭ, କାର୍ଯ୍ୟଆରମ୍ଭ, କାର୍ଯ୍ୟାରମ୍ଭ

Definition

କୌଣସି କାମ, କଥାଆଦି ଆରମ୍ଭ ହେବା ବା କରିବା କ୍ରିୟା
କୌଣସି କାର୍ଯ୍ୟର ଆରମ୍ଭ ହେବା ପ୍ରକ୍ରିୟା
କୌଣସି କାର୍ଯ୍ୟ, ଘଟଣା, ବ୍ୟାପାରଆଦିର ପ୍ରଥମ ଅଂଶ ବା ଭାଗ
ଚେସ ଖେଳରେ ଆରମ୍ଭରୁ ଗୋଟି ଚାଲାଇବା ନିମନ୍ତେ ଏକ ସ୍ୱୀକୃତ କ୍ରମ
ପ୍ରଥମ

Example

ଆସନ୍ତୁ ଏହି ନୂଆକାର୍ଯ୍ୟକୁ ଆରମ୍ଭ କରିବା
ମୋ ଜେଜେ ଯେଉଁ କାମ ଆରମ୍ଭ କରନ୍ତି ତାକୁ ଶେଷ କରିକି ହିଁ ନିଶ୍ୱାସ ନିଅନ୍ତି
ଆରମ୍ଭ ଠିକ୍ ହେଲେ ଶେଷ ବି ଠିକ୍ ହେବ / ଏବେ ଆମେ ଏହି କାମକୁ ନୂଆ ଭାବେ ଆରମ୍