Home Oriya Odia Dictionary

Download Oriya Odia Dictionary APP

Committee Oriya Odia Meaning

କମିଟି, ସମିତି

Definition

କୌଣସି ବିଶେଷ କାମପାଇଁ ଗଢ଼ା ହୋଇଥିବା ସଭା
ରାଜ୍ୟ ଅଥବା ଶାସନ ସମ୍ବନ୍ଧୀୟ କାମରେ ସହାୟତା କରିବା ଏବଂ ଦେଶର ହିତନିମନ୍ତେ ଆଇନ୍‌ ତିଆରି କରିବାପାଇଁ ଲୋକମାନଙ୍କ ଦ୍ୱାରା ନିର୍ବାଚିତ ଲୋକ ପ୍ରତିନିଧିମାନଙ୍କ ସଭା
ଯେଉଁ

Example

କୃଷକମାନଙ୍କ ସହାୟତାପାଇଁ ଏହି ସହକାରୀ ସମିତି ଗଠନ କରାଯାଇଛି
ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଗଲାଣି
ଆତଙ୍କବାଦକୁ ଦେଖି ସଂସଦ ଭବନର ସୁରକ୍ଷା ବଢ଼େଇ ଦିଆଗଲା
ନ୍ୟାୟସମିତି ଅଭିଯୁକ୍ତକୁ ଆଜୀବନ କାରାବାସର