Home Oriya Odia Dictionary

Download Oriya Odia Dictionary APP

Commixture Oriya Odia Meaning

ସମ୍ମିଶ୍ରଣ

Definition

ଯେଉଁ ପ୍ରକ୍ରିୟାଦ୍ୱାରା ଦୁଇ ବା ତହିଁରୁ ଅଧିକ ବସ୍ତୁ ଏକତ୍ରିତ ହୋଇପାରେ
ଦୁଇ ବା ଦୁଇରୁ ଅଧିକ ପ୍ରକାର ବସ୍ତୁର ମିଳନରୁ ଗଢ଼ା ବସ୍ତୁ
ଔଷଧ ତିଆରି କରିବାପାଇଁ କେତେଗୁଡ଼ିଏ ଔଷଧକୁ ଗୋଟିକରେ ମିଶାଇବାର ପ୍ରକ୍ରିୟା
ବିଚାର ଆଦିକୁ ଏକାଠି ମ

Example

ବୈଦ୍ୟ ଔଷଧଗୁଡ଼ିକୁ ମିଶ୍ରଣ କରୁଥିଲେ
ପଞ୍ଜୀରୀ ଏକ ମିଶ୍ରଣ
ବୈଦ୍ୟ ସମ୍ମିଶ୍ରଣ ତିଆରି କରୁଥିଲେ
ସଂମିଶ୍ରଣରୁ ପ୍ରାପ୍ତ ବିଚାର ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ