Home Oriya Odia Dictionary

Download Oriya Odia Dictionary APP

Common Oriya Odia Meaning

ଅପରିଷ୍କୃତ, ଅମାର୍ଜିତ, ଅଶାଳୀନ, ଅସଂସ୍କୃତ, ସର୍ବସାଧାରଣ, ସର୍ବସାମାନ୍ୟ

Definition

ଯାହା ପ୍ରକୃତି ସମ୍ବନ୍ଧୀୟ ବା ପ୍ରକୃତିର
ଯେ ସଭ୍ୟ ନୁହେଁ
ସ୍ୱଭାବରେ ବା ଆପେ ଆପେ ହେଉଥିବା ବା ଯାହା କୃତ୍ରିମ ନୁହେଁ
ଯାହା ସ୍ୱଚ୍ଛ ନୁହେଁ ବା ଯେଉଁଥିରେ ଦୋଷ ଅଛି
ଯେ ପରିଷ୍କୃତ ନୁହେଁ ବା ଯାହାକୁ ପରିଷ୍କାର କରାଯାଇନାହିଁ
ଯେଉଁଥିରେ କିଛି ବିଶେଷତା ନାହିଁ ବା ସ

Example

ଭୂମିକମ୍ପ ଏକ ପ୍ରାକୃତିକ ଘଟଣା
ଅନ୍ୟର ଦୁଃଖ ଦେଖି ଦ୍ରବିତ ହେବା ଏକ ସ୍ୱାଭାବିକ ପ୍ରତିକ୍ରିୟା
ବିଦ୍ୟାଳୟକୁ ମଇଳା ଲୁଗା ପିନ୍ଧି ଆସିବା ଅନୁଚ୍ଚିତ / ତାର ମନ ମଇଳା
ସାହିତ୍ୟରେ ଅମାର୍ଜିତ ଭା