Home Oriya Odia Dictionary

Download Oriya Odia Dictionary APP

Commotion Oriya Odia Meaning

ହଲ୍ଲା, ହଲ୍ଲାଗୁଲା, ହୋହଲ୍ଲା

Definition

ଅନିର୍ଣ୍ଣୟାତ୍ମକ ସ୍ଥିତିରେ ମନରେ ହେଉଥିବା ଆନ୍ଦୋଳନ
ବହୁତ ଲୋକଙ୍କର ଏଭଳି ଝଗଡ଼ା ଯେଉଁଥିରେ ମାଡ଼ପିଟ ବି ହୁଏ
ବହୁତ ଲୋକେ ଏକାସାଥିରେ ପାଟିକରିବା କ୍ରିୟା ଯେଉଁଥିରେ ଶରୀର ମଧ୍ୟ ହଲିଯାଏ
ଆତଙ୍କିତ ହେବା କାରଣରୁ ଜନ ସାଧା

Example

ପିଲାମାନେ ଛାତ ଉପରେ ହୋହଲ୍ଲା କରୁଛନ୍ତି
ଗାଁରେ ଡାକୁମାନେ ପଶିବାକ୍ଷଣି ହଇଚଇ ଆରମ୍ଭ ହୋଇଗଲା
ହୋଲିରେ ହୋଲିଗୀତ ଗାନ କରାଯାଏ
ଗୁରୁଜୀ ଧମାର, ଠୁମରୀ ଆଦି ବଜାଇ ଦେଖାଇଲେ
ଏକ ବିଶେଷ ପ୍ରକାର ସାଧୁଙ୍କଦ୍ୱାରା ଧମାର କରାଯାଏ