Home Oriya Odia Dictionary

Download Oriya Odia Dictionary APP

Communist Oriya Odia Meaning

କମ୍ୟୁନିଷ୍ଟ, ସମାଜବାଦୀ, ସାମ୍ୟବାଦୀ

Definition

ସମାନତାବାଦର ବା ସମତାବାଦର ସମର୍ଥକ
ଯେ ସାମ୍ୟବାଦକୁ ମାନେ
ସାମ୍ୟବାଦକୁ ମାନୁଥିବା ବ୍ୟକ୍ତି
ସାମ୍ୟବାଦର ବା ତା ସହିତ ସମ୍ବନ୍ଧିତ

Example

ନିଜକୁ ସାମ୍ୟବାଦୀ ଦାବୀ କରୁଥିବା ଶେଠ୍ ଜଣକ କୋଟି କୋଟି ଟଙ୍କାର ମାଲିକ
ସମାଜବାଦୀମାନେ ସମାଜକୁ ଏକ ନୂଆ ଦିଗ ଦେଖାଇବାକୁ ଚେଷ୍ଟାକରିଥିଲେ
ଆଜିବି ସମାଜରେ ସାମ୍ୟବାଦୀ ବ୍ୟକ୍ତି ମାନେ କମ୍ ନାହାନ୍ତି
କେତେ ବଡ଼ ବଡ଼ ନେତା ବି ସାମ୍ୟବାଦୀ