Home Oriya Odia Dictionary

Download Oriya Odia Dictionary APP

Compact Oriya Odia Meaning

ଘନ, ସଂକ୍ଷିପ୍ତ, ସଘନ, ସୁଗଠିତ

Definition

ଯାହାର ଅବୟବ ବା ଅଂଶ ପାଖକୁପାଖ ବା ଖୁନ୍ଦାଖିନ୍ଦି ଥାଏ ବା ଯାହା ବହୁତ ଲାଗିଲାଗି ରହିଛି
ସୁନ୍ଦର ଡୌଲ, ଗଢ଼ଣରେ ସୁନ୍ଦର
ଗଠିତ ହୋଇଥିବା
ଯେଉଁଥିରେ ଫୁର୍ତ୍ତି ଅଛି
ପାଖାପାଖି ଗଢ଼ି ଉଠିଥିବା
ଯାହା କମ ଶବ୍ଦରେ ଲେଖାଯାଏ କିମ୍ବା କୁହାଯାଏ
କୌଣସି କାମ କରିବ

Example

ଶିକାର ଘଞ୍ଚବଣରେ ପଶିଗଲା ଏବଂ ଶିକାରୀ ଖାଲି ହାତରେ ଫେରିଲା
ତା ଚେହେରାଟି ଡୌଲ ଡାଉଲ
ତାର ଶରୀର ସୁଗଠିତ
ଫୁର୍ତ୍ତିଯୁକ୍ତ ବ୍ୟକ୍ତି କୌଣସି ବି କାମ ଶୀଘ୍ର କରିପାରେ
ସେ ଘନ ବସ୍ତିରେ ରହୁଛି