Home Oriya Odia Dictionary

Download Oriya Odia Dictionary APP

Companion Oriya Odia Meaning

ଯୋଡିଦାର, ସଙ୍ଗୀ, ସହଗାମୀ, ସହଯାତ୍ରୀ

Definition

ଯେ ସବୁ କଥାରେ ସହାୟକ ବା ଶୁଭଚିନ୍ତକ
ବେତନ ନେଇ ସେବା କରୁଥିବା ଲୋକ
କୌଣସି କାମ ବା ରୋଜଗାରରେ ଭାଗ ରଖୁଥିବା ବ୍ୟକ୍ତି
ମହିଳା ମିତ୍ର
ଯେ ସଦାବେଳେ କାହା ସହିତ ରହନ୍ତି
ସାଙ୍ଗହୋଇ ଯାତ୍ରା କରୁଥିବା ବ୍ୟକ୍ତି
କାନ୍ଥର

Example

ପ୍ରକୃତ ବନ୍ଧୁର ପରୀକ୍ଷା ବିପଦ ସମୟରେ ହୋଇଥାଏ
ଏହି ବେପାର କରିବାପାଇଁ ମୋର ଜଣେ ଅଂଶୀଦାରର ଆବଶ୍ୟକତା ରହିଛି
ଗୀତା ଆଜି ତା‌ ବାନ୍ଧବୀକୁ ଭେଟିବାପାଇଁ ଯାଉଛି
ରାମ ଓ ଶ୍ୟାମ ଅସଲ ଯୋଡ଼ିଦାର, ଯେଉଁଆଡ଼େ ଗଲେ ବି ଏକାଠି ଯାଆନ୍ତି