Home Oriya Odia Dictionary

Download Oriya Odia Dictionary APP

Compensation Oriya Odia Meaning

କ୍ଷତିପୂରଣ, ପୂର୍ତ୍ତି, ଭରଣା

Definition

କୌଣସି ବସ୍ତୁ କିଣାବିକା ବେଳେ ତା’ ବଦଳରେ ଦିଆଯାଉଥିବା ଧନ
କୌଣସି ପ୍ରକାରର କ୍ଷତି ବା କୌଣସି ସ୍ଥାନର ପୂର୍ତ୍ତି ନିମନ୍ତେ ଦିଆ ଯାଇଥିବା ବା କାହାରି ସ୍ଥାନରେ ମିଳୁଥିବା ଅନ୍ୟ ବସ୍ତୁ
କୌଣସି ବ୍ୟକ୍ତି, ସମ୍ପତ୍ତି, ବ୍ୟାପାରଆଦି କାମରୁ ଯେଉଁ ଧନକୁ କେହି

Example

ଏହି କାର୍ର ଦାମ୍‌ କେତେ ?
ରେଳ ଦୁର୍ଘଟଣାରେ ମୃତକଙ୍କ ଆତ୍ମୀୟମାନେ ସରକାରଙ୍କୁ ପ୍ରତିଦାନ ମାଗିଲେ
ମୋଗଲ ଶାସନ କାଳରେ ଶାସକ ଓ ସାମନ୍ତଙ୍କ ଦ୍ୱାରା ଭାରତୀୟ ଜନତାଙ୍କଠାରୁ ଅନେକ ପ୍ରକାରର କର ଅସୁଲ କରାଯାଉଥିଲା
ରେଳ ଦୁର୍ଘଟନାରେ ମୃତ ବ୍ୟକ୍ତିମାନ