Home Oriya Odia Dictionary

Download Oriya Odia Dictionary APP

Compile Oriya Odia Meaning

ଏକତ୍ରିତ କରିବା, ଏକାଠି କରିବା, ସଂଗ୍ରହ କରିବା, ସଞ୍ଚୟ କରିବା

Definition

କୌଣସି ଜିନିଷ ଏକାଠିକରି ରଖିବା କାର୍ଯ୍ୟ
ସଂଚିତ ବା ଏକତ୍ରିତ କରିବା
କୌଣସି ବସ୍ତୁଆଦିର ସଂଗ୍ରହ
ଯେଉଁ ପୁସ୍ତକରେ ସାହିତ୍ୟଆଦିର ଗୋଟିଏ ଶ୍ରେଣୀ ସମ୍ବନ୍ଧିତ ଅନେକ ବିଷୟ ଏକତ୍ରିତ କରାଯାଇଥାଏ
ଏକ ସମୟରେ ଏକତ୍ରୀତ ହୋଇଥିବା ଗୋଟିଏ ପ୍ରକାରର

Example

କପିଳ ଐତିହାସିକ ସାମଗ୍ରୀକୁ ସଂଗ୍ରହ କରୁଛି
ସେ ଘର ତିଆରି କରିବାପାଇଁ ଅତି କଷ୍ଟରେ ଗୋଟିଏ ଗୋଟିଏ କରି ଟଙ୍କା ସଂଚୟ କରି ରଖୁଛି
ତାଙ୍କ ପାଖରେ ସେହି ପୁସ୍ତକଗୁଡ଼ିକର ସଙ୍