Home Oriya Odia Dictionary

Download Oriya Odia Dictionary APP

Complaining Oriya Odia Meaning

ଅଭିଯୋଗପୂର୍ଣ୍ଣ

Definition

କାହାରି ବ୍ୟବହାର, କାର୍ଯ୍ୟଆଦିରେ ଦୁଃଖୀ ହୋଇ ତାକୁ ବା ତାହାର କୌଣସି ସଂପର୍କୀୟକୁ ଉତ୍ପନ୍ନ ଦୁଃଖ ସମ୍ପର୍କରେ କହିବାର କ୍ରିୟା
ଯେ ଅନ୍ୟର ନିନ୍ଦା କରିଚାଲେ
ନିନ୍ଦା କରିବାବାଲା ବା ଅନ୍ୟର ଦୋଷ ଆଲୋଚନା କରିବା ବ୍ୟକ୍ତି
ପଛଆଡ଼େ କରାଯାଉଥିବା ବଦନାମ

Example

ମୋର ଆପଣଙ୍କ ବିଷୟରେ କିଛି ଅଭିଯୋଗ ନାହିଁ ,ଏବେ ଆପଣ ଯାଇପାରନ୍ତି / ତାଙ୍କର ମିଛ ଅଭିଯୋଗରେ ମତେ ଗାଳି ଶୁଣିବାକୁ ପଡ଼ିଲା
ନିନ୍ଦୁକ ବ୍ୟକ୍ତି ଯେ ପର୍ଯ୍ୟନ୍ତ ଆନ୍ୟର ନିନ୍ଦା କରିନଥାଏ ସେ ପର୍ଯ୍ୟନ୍ତ ତାକୁ ଶାନ୍ତି ମିଳେନାହିଁ
କବୀର ନିନ୍ଦୁକମାନଙ୍