Compound Oriya Odia Meaning
ଘେର, ଘେରଦ, ଯୌଗିକ, ଯୌଗିକପଦାର୍ଥ, ହତା
Definition
କୌଣସି ଜିନିଷକୁ ଚାରିଆଡ଼ୁ ଘେରିଥିବା କୌଣସି ରେଖା ବା କୌଣସି ଜିନିଷଆଦି
ଦୁଇ ବା ଦୁଇରୁ ଅଧିକ ତତ୍ତ୍ୱ ବା ପଦାର୍ଥର ମିଳନରେ ଗଢ଼ାଯାଇଥିବା ପଦାର୍ଥ
ରକ୍ଷା ନିମନ୍ତେ ଚାରିପଟେ ତିଆରି ହୋଇଥିବା ପାଚେରୀ
ଘର ମଝିରେଥିବା ଖୋଲା ସ୍ଥାନ
କାନ୍ଥଆଦି ଦ୍ୱାରା ଘେରା ହ
Example
ଯୌଗିକ ପଦାର୍ଥର ଅଧ୍ୟୟନ ରସାୟନ ବିଜ୍ଞାନର ଅନ୍ତର୍ଗତ କରାଯାଇଛି
ସୈନିକଟି ପାଚେରୀ ବନ୍ଧ ଭାଙ୍ଗି ଦୁର୍ଗ ଭିତରକୁ ପଶିଆସିଲା
ପିଲାମାନେ ଅଗଣାରେ ଖେଳୁଛନ୍ତି
ପିଲାମାନେ ହତାରେ ଖେଳୁଛନ୍ତି
ଗାଈ ଗେରଦରେ ଚରୁଛି
ଗୁହାଳକୁ ପ୍ରତିଦିନ ସଫା କରାଯିବା ଉଚିତ
Deodar Cedar in Oriya OdiaVox in Oriya OdiaPhilanthropy in Oriya OdiaAlkaline in Oriya OdiaRemainder in Oriya OdiaButt in Oriya OdiaSadness in Oriya OdiaInnocence in Oriya OdiaThrift in Oriya OdiaElectric Cell in Oriya OdiaExile in Oriya OdiaNanny-goat in Oriya OdiaPlant Part in Oriya OdiaGolden in Oriya OdiaRepresentative in Oriya OdiaSandal in Oriya OdiaExtent in Oriya OdiaUnaccountable in Oriya OdiaSpread in Oriya OdiaChop-chop in Oriya Odia