Home Oriya Odia Dictionary

Download Oriya Odia Dictionary APP

Compound Interest Oriya Odia Meaning

ଚକ୍ରବୃଦ୍ଧି ସୁଧ

Definition

ଯେଉଁ କରଜରେ ସୁଧ ଉପରେ ମଧ୍ୟ ସୁଧ ଲଗାଯାଏ
ଋଣ ଦେବାର ଏକ ପ୍ରକାର ଯେଉଁଥିରେ ସୁଧ ଉପରେ ମଧ୍ୟ ସୁଧ ଲାଗେ

Example

ମନୋହର ଚକ୍ରବୃଦ୍ଧି ସୁଧରେ ଟଙ୍କା କରଜ ଦେଉଛି
ମହାଜନ କେବଳ ଚକ୍ରବୃଦ୍ଧି ସୁଧ ହାରରେ ଋଣ ଦିଅନ୍ତି