Home Oriya Odia Dictionary

Download Oriya Odia Dictionary APP

Computation Oriya Odia Meaning

ଲେଖା, ହିସାବ, ହିସାବ କିତାବ

Definition

କାହାରି ମତ ବା ଦୃଷ୍ଟିରେ
ସଂଖ୍ୟାମାନଙ୍କର ମିଶାଣ, ଫେଡ଼ାଣ, ଗୁଣନ, ଭାଗଆଦିର ନିୟମ ଦର୍ଶାଉଥିବା ବିଦ୍ୟା
ଗଣନା କରିବା କାମ
ଆୟ ବ୍ୟୟଆଦିର ହିସାବ ଲେଖାଯାଉଥିବା ପୁସ୍ତକ
କୌଣସି କାମର ପରିମାଣ ଗଣିକରି ବା ହିସାବକରି ଜାଣିବାର କାମ
ଗଣିବାର କ୍ରିୟା ବା ଭାବ
ବୁଦ୍ଧିଦ୍ୱାରା ପ

Example

ସେ ମୋ ଅନୁସାରେ କାମ କରିବାକୁ ଚାହେଁନାହିଁ
ସେ ପାଟୀଗଣିତରେ ନିପୁଣ
ସେ ପିଲାଦିନରୁ ବି ଆକଳନ କାମରେ ନିପୁଣ
ସେ ହିସାବଖାତା ଖୋଲି ଆୟ ବ୍ୟୟର ବିବରଣ ଦେଖୁଛି
ତାର ଗଣନା ଭୁଲ୍‌ ଥିଲା
ବଡ଼ ବଡ଼ ପଣ୍ଡିତମାନଙ୍କ ଭିତରେ ତାଙ୍କୁ ଗଣନା କରାଯାଏ
ଏତେ ପଚରାଉଚରା