Home Oriya Odia Dictionary

Download Oriya Odia Dictionary APP

Concede Oriya Odia Meaning

ଅସ୍ତ୍ରସମର୍ପଣ କରିବା, ନଇଁବା, ହାର ମାନିବା

Definition

କୌଣସି ବସ୍ତୁ, ବ୍ୟକ୍ତିଆଦିଙ୍କୁ ଆପଣେଇନେବା
ହାର ମାନିନେବା
ପ୍ରସ୍ତାବ ଆଦିରେ ରାଜିହେବା କିମ୍ବା କୌଣସି କାମ କରିବାକୁ ସକରାତ୍ମକ ଭାବେ ସ୍ୱୀକାର କରିବା
ସହମତ ହେବା
କାମ ଆଦି କରିବାର ଠିକାନେବା
କଳ୍ପନା କରିବା
କୌଣସି ପଦ ଆଦି ପୂରଣ

Example

ମୁଁ ହିନ୍ଦୁଧର୍ମକୁ ଅଙ୍ଗୀକାର କରୁଛି
ପାକିସ୍ତାନୀ ସେନାଗଣ ଭାରତୀୟ ସେନା ଆଗରେ ହାର ମାନିଲେ
ପ୍ରାଧ୍ୟାପକ ଆମର ଏହି କାମକୁ ସ୍ୱୀକୃତି ଦେଲେ
ମୁଁ ଆପଣଙ୍କ କଥା ମାନୁଛି
ବାହଘରର ସବୁ ଦାୟିତ୍ୱ ମୁଁ ହିଁ ନେଲି
ଆମେ ପ୍ରଶ୍ନର ଉତ୍ତର କରିବା ପାଇଁ