Home Oriya Odia Dictionary

Download Oriya Odia Dictionary APP

Concentration Oriya Odia Meaning

ଅବିରଳତା, ଏକାଗ୍ରପୂର୍ଣ୍ଣତା, ଗାଢତା, ଘନତା, ଧ୍ୟାନପୂର୍ଣ୍ଣତା, ନିବିଡତା, ପ୍ରଗାଢତା, ସଘନତା, ସାନ୍ଦ୍ରତା

Definition

ତଲ୍ଲୀନ ହେବାର ଅବସ୍ଥା ବା ଭାବ
ଧ୍ୟାନରେ ପୂର୍ଣ୍ଣ ହେବା ଅବସ୍ଥା ବା ଭାବ
ସଘନ ହେବା ଅବସ୍ଥା କିମ୍ବା ଭାବ
ଏକ ଏକକ ଆକାରର ପରିମାଣ
ଗାଢ଼ ହେବାର ଅବସ୍ଥା ବା ଭାବ

Example

ଦିବାକର ତଲ୍ଲୀନତା ସହିତ ଆପଣା କାମରେ ଲାଗିଥିଲା
ସରିତା ସବୁ କାମକୁ ଧ୍ୟାନପୂର୍ଣ୍ଣତା ସହିତ କରେ
ଦୃଢ଼ତାର ସଘନତା ଦ୍ରବ ଅପେକ୍ଷା ଅଧିକ
କଠିନବସ୍ତୁର ଘନତ୍ବ ତରଳ ପଦାର୍ଥ