Conclusion Oriya Odia Meaning
ଅବଧାରଣ, କାର୍ଯ୍ୟ ପରିସମାପ୍ତି, କାର୍ଯ୍ୟ ପୂରଣ, କାର୍ଯ୍ୟ ସମାପନ, କାର୍ଯ୍ୟ ସମାପ୍ତି, ନିର୍ଣ୍ଣୟ, ନିର୍ଦ୍ଧାରଣ, ନିଷ୍କର୍ଷ, ନିଷ୍ପତ୍ତି, ଫଳାଫଳ, ବ୍ୟବସ୍ଥାପନ, ସିଦ୍ଧାନ୍ତ
Definition
ସମାପ୍ତ ହେବା କ୍ରିୟା ବା ଭାବ
କୌଣସି କାର୍ଯ୍ୟ ସମାପ୍ତ ହେବାର କ୍ରିୟା ବା ଭାବ
ବିଚାର ବା ବିବେଚନା ଶେଷରେ ବାହାରୁଥିବା ସିଦ୍ଧାନ୍ତ
କୌଣସି କାର୍ଯ୍ୟ ଶେଷରେ
Example
ମହାତ୍ମାଗାନ୍ଧୀଙ୍କ ମୃତ୍ୟୁ ସହିତ ହିଁ ଗୋଟିଏ ଯୁଗର ଅବସାନ ଘଟିଲା
କାର୍ଯ୍ୟ ସମାପନ ହେବାପରେ ମୁଁ ଆପଣଙ୍କୁ ଭେଟିବି
ଘଣ୍ଟାକର କଠିନ ପରିଶ୍ରମ ପରେ ଯାଇ ଆମେ ଏହି ଲେଖାର ନିଷ୍କର୍ଷ ପାଇଲୁ
ତାଙ୍କ କାର୍ଯ୍ୟର
Check in Oriya OdiaGirlfriend in Oriya OdiaCrisscrossed in Oriya OdiaEncircled in Oriya OdiaConflagrate in Oriya OdiaDedicated in Oriya OdiaTravelable in Oriya OdiaAllow in Oriya OdiaWell in Oriya OdiaWorshipping in Oriya OdiaPaediatrician in Oriya OdiaShave in Oriya OdiaWait On in Oriya OdiaConfiscated in Oriya OdiaImpedimenta in Oriya OdiaVocalic in Oriya OdiaKnock in Oriya Odia100th in Oriya OdiaEndeavour in Oriya OdiaWind in Oriya Odia