Home Oriya Odia Dictionary

Download Oriya Odia Dictionary APP

Conductor Oriya Odia Meaning

କଣ୍ଡକ୍ଟର, ପରିବାହୀ, ସୁପରିବାହୀ

Definition

ଯିଏ ଗାଡ଼ି ଚଲାଏ
ଯେ କୌଣସି ପ୍ରକାରର ନିର୍ଦ୍ଦେଶ କରନ୍ତି ବା ବତାନ୍ତି
ଚଳଚିତ୍ର, ନାଟକଆଦିରେ ଚରିତ୍ରମାନଙ୍କ ବେଶଭୂଷା, ଭୂମିକା, ଆଚରଣ ବା ଦୃଶ୍ୟଆଦିର ନିଷ୍ପତ୍ତି ନେଉଥିବା ଅଧିକାରୀ
ଯେ କୌଣସି କାମକୁ ଚଳାଏ ବା ଗତି ଦିଏ
ଯେ ବହନ ବା ପ୍ରବାହିତ କରିବା ନିମନ୍ତେ ଉତ୍ତମ
ଯେଉଁ ବ୍ୟକ୍ତି

Example

ଦୁର୍ଘଟନା ଘଟାଇ ବସ୍‌ ଚାଳକ ଫେରାର ହୋଇଗଲା
ଆମେ ଏହି କାମ ଜଣେ କୁଶଳୀ ନିର୍ଦ୍ଦେଶକଙ୍କ ମାର୍ଗଦର୍ଶନରେ କରୁଛୁ
ଏହି ଚଳଚିତ୍ରର ନିର୍ଦେଶକ ସୁଭାଷ ଘାଇ
ମୋର କକା ଏହି କମ୍ପାନୀର ସଂଚାଳକ
ତମ୍ବା ବିଜୁଳିର ସୁପରିବାହୀ
ବିଦ୍ୟୁତ୍ ସୁପରିବାହୀମାନଙ୍କ ମଧ୍ୟରେ ତମ୍ବା ହିଁ ସର୍ବୋତ୍କୃଷ୍ଟ