Home Oriya Odia Dictionary

Download Oriya Odia Dictionary APP

Conflate Oriya Odia Meaning

ମିଶିବା

Definition

ଦୁଇଟି ବା କେତୋଟି ବସ୍ତୁର ଅଂଶକୁ ସିଲେଇକରି,ମିଳାଇ, ଲଗାଇ ବା ଅନ୍ୟ ଉପାୟଦ୍ୱାରା ଗୋଟିଏ କରିବା
କୌଣସି କାମଆଦିକୁ କରିବାପାଇଁ କାହାକୁ ସାଙ୍ଗ କରିବା ବା କୌଣସି କାମ, ଦଳଆଦିରେ ମିଶିବା
ନିଜ ପକ୍ଷରେ କରିବା
କୌଣସି ଦ୍ରବଣରେ କୌଣସି ବସ୍ତୁକୁ ହଲେଇକି ମିଶେଇବା
କୌଣସି ପ୍ରକାରର ସମ୍ବନ୍ଧ ସ୍ଥାପନ କରିବ

Example

ଓକିଲ ବିରୋଧୀ ଦଳର ସାକ୍ଷୀକୁ ନିଜ ପକ୍ଷରେ ମିଶାଇ ଦେଲା
ଆମେ ସରବତ୍‌ ତିଆରି କରିବାପାଇଁ ପାଣିରେ ଚିନି ଗୋଳାଉ
ବିବାହ ଦୁଇ ପରିବାରକୁ ଯୋଡ଼େ