Congratulation Oriya Odia Meaning
ଅଭିନନ୍ଦନ, ବଧେଇ, ମଙ୍ଗଳକାମନା, ମୁବାରଖ, ଶୁଭକାମନା
Definition
କାହାର ଶୁଭକଥା ବା ମଙ୍ଗଳ କାମରେ ଶୁଭ ମନାସିବା ବ ଆନନ୍ଦ ପ୍ରକାଶ କରୁଥିବା କଥା
ମଙ୍ଗଳ ଅବସରରେ ବା କାହାରିକୁ ଶୁଭେଚ୍ଛା ଜଣାଇବା ଅବସରରେ ଗାନ କରାଯାଉଥିବା ଗୀତ
କାହାରିପାଇଁ କରାଯାଉଥିବା ଭଲ କାମନା
ତିଆରି କରିବାର କାମ
Example
ଅଯୋଧ୍ୟାରେ ରାମ ଜନ୍ମ ଅବସରରେ ସମସ୍ତେ ରାଜା ରାଣୀଙ୍କୁ ଅଭିନନ୍ଦନ ଜଣେଇଲେ
ରାମ ଜନ୍ମ ହେବା ପରେ ଅଯୋଧ୍ୟାବାସୀ ବଧାଇଗୀତ ଗାଉଥିଲେ
ମା ବାପାଙ୍କ ହୃଦୟରେ ପିଲାଙ୍କପାଇଁ ସର୍ବଦା ଶୁଭକାମନା ଥାଏ
ଘରର ତିଆରି ଆରମ୍ଭ ହୋଇଛି
Badger in Oriya OdiaNeed in Oriya OdiaConspiracy in Oriya OdiaButchery in Oriya OdiaAttached in Oriya OdiaMagnification in Oriya OdiaEsteem in Oriya OdiaUltra in Oriya OdiaEmbellished in Oriya OdiaBenevolence in Oriya OdiaDissension in Oriya OdiaOrangutan in Oriya OdiaGluttonous in Oriya OdiaLao in Oriya OdiaNerve in Oriya OdiaA La Mode in Oriya OdiaPaid in Oriya OdiaNucha in Oriya OdiaGroup in Oriya OdiaPartial Eclipse in Oriya Odia