Home Oriya Odia Dictionary

Download Oriya Odia Dictionary APP

Conjurer Oriya Odia Meaning

ଐନ୍ଦ୍ରଜାଲିକ, ବାଜିଗର, ମାୟାବୀ, ଯାଦୁଗର

Definition

ଖେଳ-ତାମସାଆଦି ଭଳି ବିଭିନ୍ନ ପ୍ରକାରର କସରତ କରିବା, ଦଉଡି ଉପରେ ଚାଲିବାଆଦିର ପ୍ରଦର୍ଶନ କରି ମନୋରଞ୍ଜନ କରାଉଥିବା ବ୍ୟକ୍ତି
ଧୋକାଦେବାପାଇଁ କୌଣସି ପ୍ରକାର ମିଛ କହୁଥିବା
ଯେ ଯାଦୁଖେଳ କରେ
ଯେ ଇନ୍ଦ୍ରଜାଲ କରେ ବା ଜାଣିଥାଏ

Example

ଆଜି ଆମେ ଯାଦୁକରର ଖେଳ ଦେଖିବାକୁ ଯିବା
ଧୋକାବାଜ ଲୋକଙ୍କଠାରୁ ସଦାବେଳେ ସତର୍କ ରହିବା ଉଚିତ୍‌
ଯାଦୁକର ରୁମାଲକୁ ଫୁଲରେ ପରିଣତ କରିଦେଲା
ଲକ୍ଷ୍ମଣ ମାୟାବୀ ମେଘନାଦକୁ ହତ୍ୟା କରିଥିଲେ
ଦୁଶ୍ଚରିତ୍ରାମାନଙ୍କୁ ଆମ