Connect Oriya Odia Meaning
ଜୋଡିବା, ମିଶାଇବା, ଯୋଡିବା, ଯୋଡିହେବା, ଲଗାଇବା, ଲଗେଇବା, ସଂଯୁକ୍ତ କରିବା, ସଂଲଗ୍ନ କରିବା
Definition
ଦୁଇଟି ବା କେତୋଟି ବସ୍ତୁର ଅଂଶକୁ ସିଲେଇକରି,ମିଳାଇ, ଲଗାଇ ବା ଅନ୍ୟ ଉପାୟଦ୍ୱାରା ଗୋଟିଏ କରିବା
ସଂଖ୍ୟାମାନଙ୍କର ଯୋଗଫଳ ନିରୂପଣ କରିବା
ସଂଚିତ ବା ଏକତ୍ରିତ କରିବା
କୋଣସି ଅନ୍ୟ ଜିନିଷର ଶେଷରେ ଲଗାଇବା ବା ଯୋଗ କରିବା
କୌଣସି
Example
ଛାତ୍ର ଦଶକ ସଂଖ୍ୟାଗୁଡ଼ିକୁ ବହୁତ ସହଜରେ ଯୋଗ କରିଦେଲା
ସେ ଘର ତିଆରି କରିବାପାଇଁ ଅତି କଷ୍ଟରେ ଗୋଟିଏ ଗୋଟିଏ କରି ଟଙ୍କା ସଂଚୟ କରି ରଖୁଛି
Underbred in Oriya OdiaPrestige in Oriya OdiaSlip Of Paper in Oriya OdiaCost in Oriya OdiaMaterialization in Oriya OdiaJubilant in Oriya OdiaShingly in Oriya OdiaDar Es Salaam in Oriya OdiaName in Oriya OdiaMixture in Oriya OdiaEnmity in Oriya OdiaBack Up in Oriya OdiaBig in Oriya OdiaSpark in Oriya OdiaRed in Oriya OdiaUnwarranted in Oriya OdiaLiter in Oriya OdiaAdvance in Oriya OdiaKaoline in Oriya OdiaSuit in Oriya Odia