Home Oriya Odia Dictionary

Download Oriya Odia Dictionary APP

Connective Oriya Odia Meaning

ସଂଯୋଜକ, ସଂଯୋଜକ ଶବ୍ଦ

Definition

ସଭା-ସମିତିଆଦିର ଜଣେ ସଦସ୍ୟ ଯେ ତାହାର ବୈଠକ ଡାକିଥାନ୍ତି
ଯେ ଯୋଡ଼େ ବା ମିଶାଇଥାଏ
ବ୍ୟାକରଣରେ ଏହି ଶବ୍ଦ ଯାହା ଦୁଇଟି ଶବ୍ଦ ବା ବାକ୍ୟକୁ ଯୋଡ଼ିବାପାଇଁ ବ୍ୟବହାର କରାଯାଇଥାଏ
ଦୁଇଟି ଜିନିଷକୁ ସଂଯୋଗ କରୁଥିବା
ଯାହା ମାନବକୃତି ପ୍ରଣାଳୀକୁ ଯୋଡିଥାଏ

Example

କିଛି ଜରୁରୀ କାରଣ ବଶତଃ ସଂଯୋଜକ ଆଜିର ସଭା ଡାକିଛନ୍ତି
ଏହି ଦୁଇଟି ସହର ମଧ୍ୟରେ ଏହି ପୋଲ ଏକ ସଂଯୋଜକ
ତଥା ଏବଂ ଆଦି ସଂଯୋଜକ ପଦ
କିଛି ସମାସଯୁକ୍ତ ଶବ୍ଦଗୁଡ଼ିକ ମଧ୍ୟରେ ସଂଯୋଜକ ଚିହ୍ନ ରହିଛି
ସେ