Home Oriya Odia Dictionary

Download Oriya Odia Dictionary APP

Conniption Oriya Odia Meaning

ଭ୍ରମ, ହଡବଡ

Definition

କୋପ ଭାବ ବା ସେହିପ୍ରକାର କ୍ରୋଧ ଯାହା ମନେମନେ ରହେ
ଆବେଗ ହେବାର ଅବସ୍ଥା ବା ଭାବ ବା ଚିତ୍ତର ପ୍ରବଳ ବୃତ୍ତି
ଯେଉଁ ରୋଗରେ ରୋଗୀ ଅଚାନକ ବେହୋସ ହୋଇ ପଡ଼ିଯାଏ
କ୍ରୁଦ୍ଧ ବା ଖିନ୍ନ ହେବ

Example

ମୋ କଥା ଶୁଣି ତାଙ୍କୁ ଚିଡ଼ା ଲାଗୁଥିଲା
ମୁଁ ଉତ୍ତେଜନାବଶତଃ କଣ କଣ କହିଗଲି
ମୁର୍ଚ୍ଛା ଅସାଧ୍ୟ ନୁହେଁ
ତାଙ୍କର ବିରକ୍ତିଭାବ ଦେଖି ମତେ ହସ ଲାଗିଲା
ତାକୁ ଅପସ୍ମାର ବାତ ମାରୁଛି
ଛୋଟଛୋଟ କଥାରେ ଚଡ଼ିଚିଡ଼ା ହେବା ଭଲ ନୁହେଁ
ପ୍ରେତବାଧା ଦୂର କରିବ