Home Oriya Odia Dictionary

Download Oriya Odia Dictionary APP

Conscious Oriya Odia Meaning

ଚେତନ, ଚେତନାଯୁକ୍ତ, ସଂଜ୍ଞାଯୁକ୍ତ

Definition

ଜୀବନଥିବା ବା ଯେଉଁଥିରେ ପ୍ରାଣ ଅଛି
ଉଦ୍ଦେଶ୍ୟ ସହିତ ବା କୌଣସି ଉଦ୍ଦେଶ୍ୟରେ
ଚେତନାରେ ଭରା ବା ଯେଉଁଥିରେ ଚେତନା ଅଛି
ଜାଗିଥିବା ବା ଯେ ଜାଗିରହିଛି
ଯେ ସଚେତ
ଯାହା ଜାଗ୍ରତ ଅବସ୍ଥାରେ ଅଛି
ଏହି ଅବସ୍ଥା ଯେଉଁଥିରେ ସବୁ କଥାର ପରିଜ୍ଞାତ ହୋଇଥାଏ

Example

ଜୀବିତ ପ୍ରାଣୀର ଆନ୍ତରିକ ବୁଦ୍ଧି ଘଟେ
ମୁଁ ଆପଣଙ୍କ ପାଖକୁ ଉଦ୍ଦେଶ୍ୟନେଇ ଆସିଛି
ଲୋକମାନଙ୍କଦ୍ୱାରା ମୃତ ବିଚାର କରାଯାଇଥିବା ବ୍ୟକ୍ତିକୁ ଦେଖିବାପରେ ଚିକିତ୍ସକ କହିଲେ ଯେ ତାର ଚେତା ଅଛି
ସୀମାଠାରେ ସେନାଙ୍କୁ ଚବିଶି