Home Oriya Odia Dictionary

Download Oriya Odia Dictionary APP

Consciousness Oriya Odia Meaning

ଚେତନା, ଚୈତନ୍ୟ, ଜଣାଶୁଣା , ଜାଣତ, ଜାଣତି, ଜ୍ଞାତସାର, ସଂଜ୍ଞା, ହୋସ୍

Definition

ଏହି ଜ୍ଞାନ ଯାହା ସ୍ମରଣ ଶକ୍ତିଦ୍ୱାରା ଏକତ୍ର ବା ପ୍ରାପ୍ତ ହୋଇଥାଏ
ପ୍ରତ୍ୟେକ ବସ୍ତୁ ଓ ବିଷୟରେ ମନ ବା ବିବେକର ଅବଗତି
ଏଭଳି ମାନସିକତା ଯାହାର ବାହ୍ୟ ପ୍ରତିକ୍ରିୟା ନଥାଇ

Example

ପିଲାଦିନର ସ୍ମୃତି ମନେପଡ଼ିଲେ ମନ ପ୍ରସନ୍ନ ହୋଇଯାଏ
ତାଙ୍କର ସଂସ୍କୃତରେ ଭଲ ଜ୍ଞାନ
ବେଳେବେଳେ ଭବିଷ୍ୟତରେ ଘଟିବାକୁ ଯାଉଥିବା ଘଟଣାର ଅନୁଭୂତି ମିଳିଯାଏ /ମୃତ ଶରୀର ଅନୁଭୂତି ଶୂନ୍ୟ ହୋଇଥାଏ
ଆମର ପ୍ରଧାନାଚାର୍ଯ୍ୟ ମହୋଦୟଙ୍କ