Home Oriya Odia Dictionary

Download Oriya Odia Dictionary APP

Consecration Oriya Odia Meaning

ଅଭିମଂତ୍ରଣ

Definition

ରାଜସିଂହାସନ କିମ୍ବା ଗାଦିରେ ଆସୀନ ହେବା ସମୟରେ କରାଯାଉଥିବା କୃତ୍ୟ
କୌଣସି କାମରେ ସମ୍ମିଳିତ ହେବାପାଇଁ କାହାକୁ ଆଦର ପୂର୍ବକ କହିବା କିମ୍ବା ଡକାଇବାର କ୍ରିୟା
ମନ୍ତ୍ରଦ୍ୱାରା ସଂସ୍କାର କରିବା ପ୍ରକ୍ରିୟା
ଶାନ୍ତି ବା ମଙ୍ଗଳପାଇଁ ମନ୍ତ୍ରପଢ଼ି

Example

ରାଜାଭିଷେକ ପୂର୍ବରୁ ରାମଙ୍କୁ ବନବାସ ଯିବାକୁ ପଡ଼ିଲା
ଶୀଲାର ନିମନ୍ତ୍ରଣ ରକ୍ଷାକରି ମୁଁ ଏହି କାମରେ ଭାଗ ନେଲି
ଗୁରୁ ଶିଷ୍ୟମାନଙ୍କୁ ଅଭିମନ୍ତ୍ରଣ କରିବା ନିମନ୍ତେ ଜଳ ଆଣିଲେ
ପୂଜାରୀ ଶିବଲିଙ୍ଗକୁ ଅଭିଷେକ କରୁଛନ୍ତି
ଅଭିଷେକ ହୋଇସାର