Home Oriya Odia Dictionary

Download Oriya Odia Dictionary APP

Conserve Oriya Odia Meaning

ସମ୍ଭାଳିବା, ସୁରକ୍ଷିତ ରଖିବା

Definition

କୌଣସି ବସ୍ତୁ ବା ସମ୍ପତ୍ତି ଉପରେ ବଳପୂର୍ବକ ମାଲିକାନା
ଭଲଭାବରେ କରାଯାଉଥିବା ରକ୍ଷା
ଖରାପ ଦଶାରେ ଗତି କରିବାରୁ ରୋକିବା
ଫଳ ଆଦିକୁ ଚିନି ଆଦିର ସିରାରେ ପକାଇ ତିଆରି କରାଯାଉଥିବା ମିଠାଇ
ଖରାପ ହେବାକୁ ନଦେବା

Example

ସୈନିକମାନେ ଦୁର୍ଗକୁ ଅଧିକାର କରିନେଲେ / ଏହି ଇଲାକାରେ ଡାକୁମାନଙ୍କର ଆଧିପତ୍ୟ ଅଧିକ
ଯେଉଁ ବୀରମାନେ ଦେଶର ସୁରକ୍ଷାପାଇଁ ସୀମାରେ ନିଯୁକ୍ତ, ସେ ଦେଶ ସେହି ବୀରମାନଙ୍କ ପ୍ରତି କୃତଜ୍ଞ
ବୋହୂ ଏହି କଙ୍କଣ ଆମର ପୂର୍ବପୁରୁଷଙ୍କ ଚିହ୍ନ, ଏବେ ଏହାକୁ ତୁମେ ସମ୍ଭାଳ
ଅଅଁଳାରେ ତିଆରି ମୁରବା