Home Oriya Odia Dictionary

Download Oriya Odia Dictionary APP

Consistency Oriya Odia Meaning

ସଂଗତତା

Definition

ସଂଗତ ହେବା ଅବସ୍ଥା ବା ଭାବ
ଉପଯୁକ୍ତ ଏବଂ ସଠିକ୍‌ ସଂଯୋଗ ବା ମେଳ
ସଘନ ହେବା ଅବସ୍ଥା କିମ୍ବା ଭାବ
ଏକା ସାଙ୍ଗରେ ରହିବା ପ୍ରକ୍ରିୟା
ସ୍ତ୍ରୀ ଆଦିଙ୍କ ସହିତ

Example

ପରିସ୍ଥିତିର ସଂଗତତା କାରଣରୁ ସେ ଜୀବନରେ ସଫଳ ହୋଇପାରିଲା
ଆପୋସ ମେଳଦ୍ୱାରା କଠିନରୁ କଠିନ କାମ ବି ସଂଭବ ହୁଏ
ଦୃଢ଼ତାର ସଘନତା ଦ୍ରବ ଅପେକ୍ଷା ଅଧିକ
ଖରାପ ଲୋକଙ୍କ ସଂଗତି ଯୋଗୁଁ ରାମ ଖରାପ ହୋଇଗଲା
ବଇଁଶି ବାଦକ