Home Oriya Odia Dictionary

Download Oriya Odia Dictionary APP

Constitutional Oriya Odia Meaning

ଅନ୍ତନିର୍ହିତ, ଅନ୍ତର୍ନିବିଷ୍ଟ, ଅନ୍ତର୍ନିଷ୍ଠ, ବିଧାନିୟ, ସଂବିଧାନିକ, ସଂବିଧାନୀୟ, ସଂବୈଧାନିକ

Definition

ନିୟମ କାନୁନ ସମ୍ବନ୍ଧୀୟ
ସଂବିଧାନ ବା କୌଣସି ସଂସ୍ଥାର ନିୟମସହ ସମ୍ବନ୍ଧ ରଖୁଥିବା
ଯାହା ବିଧାନରୂପେ ହୋଇଥାଏ
ଯାହା ଭିତରେ ସ୍ଥାୟୀ ରୂପରେ ସ୍ଥିତ

Example

ସେ ନିୟମ କାନୁନ ଜାଣିବାପାଇଁ ଓକିଲଙ୍କ ପାଖକୁ ଯାଇଛି
ସାଂବିଧାନିକ ନିୟମ ପାଳନ କରିବା ପ୍ରତ୍ୟେକ ନାଗରିକର କର୍ତ୍ତବ୍ୟ
ଆମେ ବୈଧାନିକ କାମରେ ବାଧା ନ ଦେବା ଉଚିତ୍‌
କିଛି ଲୋକଙ୍କ ଭିତରେ କମ