Home Oriya Odia Dictionary

Download Oriya Odia Dictionary APP

Consumer Oriya Odia Meaning

ଉପଭୋକ୍ତା, ଭୋକ୍ତା

Definition

ଯେ ବସ୍ତୁ, ସେବା ଆଦି ଉପଭୋଗ କରେ କିମ୍ବା କାମରେ ଲଗାଏ
ବସ୍ତୁ,ସେବା ଆଦିର ଉପଭୋଗ କରୁଥିବା ବା ସେଗୁଡ଼ିକୁ କାମରେ ଲଗାଉଥିବା ବ୍ୟକ୍ତି

Example

ଉପଭୋକ୍ତାଙ୍କ ଆବଶ୍ୟକତାକୁ ଦେଖି କମ୍ପାନୀଗୁଡ଼ିକ ନୂଆନୂଆ ଉତ୍ପାଦନ ବଜାରକୁ ଛାଡ଼ୁଛନ୍ତି
ଗାଁର ମୋବାଇଲ୍‌ ଉପଭୋକ୍ତାମାନଙ୍କୁ ସବୁବେଳେ ନେଟୱାର୍କ ଉପଲବ୍ଧ ହୁଏନାହିଁ