Home Oriya Odia Dictionary

Download Oriya Odia Dictionary APP

Contact Oriya Odia Meaning

ଛୁଆଁଇବା, ଛୁଏଁଇବା, ସମ୍ପର୍କ, ସ୍ପର୍ଶ କରେଇବା

Definition

ମିଳନର କ୍ରିୟା ବା ଭାବ
ଦୁଇଟି ବା କେତୋଟି ବସ୍ତୁର ଅଂଶକୁ ସିଲେଇକରି,ମିଳାଇ, ଲଗାଇ ବା ଅନ୍ୟ ଉପାୟଦ୍ୱାରା ଗୋଟିଏ କରିବା
ଦୁଇ ବା କେତେକ କଥାର ହଠାତ୍‌ ଏକାସଙ୍ଗରେ ମିଳିଯିବା କ୍ରିୟା
କୌଣସି କାମଆଦିକୁ କରିବାପାଇଁ କାହାକୁ ସାଙ୍ଗ

Example

ନାଟକ ଶେଷରେ ନାୟକ ଓ ନାୟିକାଙ୍କ ମିଳନ ହେଲା
ଏହା କିଭଳି ସଂଯୋଗ ଯେ ମୁଁ ଆପଣଙ୍କୁ ଭେଟିବାକୁ ଯାଉଥିଲି ଆଉ ଆପଣ ଏଠାକୁ ଆସିଗଲେ
ଓକିଲ ବିରୋଧୀ ଦଳର ସାକ୍ଷୀକୁ ନିଜ ପକ୍ଷରେ ମିଶାଇ ଦେଲା
ଆମେ ସରବତ୍‌ ତିଆରି କରିବାପାଇଁ ପାଣିରେ ଚି