Home Oriya Odia Dictionary

Download Oriya Odia Dictionary APP

Contagion Oriya Odia Meaning

ଛୁଁଆ, ଛୁଆଁରୋଗ, ଡିଆଁରୋଗ, ସଂକ୍ରାମକ ବେମାରୀ, ସଂକ୍ରାମକରୋଗ

Definition

ସଂସର୍ଗ ବା ମିଳାମିଶାରୁ ଯେଉଁ ରୋଗ ବ୍ୟାପେ
ଭୂତପ୍ରେତଆଦିଙ୍କ କାରଣରୁ ହେଉଥିବା ଶାରୀରିକ କଷ୍ଟ
ରୋଗଜୀବାଣୁ ଶରୀର ମଧ୍ୟରେ ପ୍ରବେଶ କରିବା ପ୍ରକ୍ରିୟା
ଅସ୍ପୃଶ୍ୟ ବା ଅଛୁଆଁ ହେବାର ଅବସ୍ଥା ବା ଭାବ
ଏଭଳି

Example

କାଛୁ ଏକ ସଂକ୍ରାମକ ରୋଗ
ନିଜ ଘରୁ ଭୂତବାଧା ଦୂର କରିବାପାଇଁ ଶ୍ୟାମ ଜଣେ ତାନ୍ତ୍ରିକକୁ ଡାକିଲା
ବର୍ଷାଦିନେ ସଂକ୍ରମଣ ଅଧିକ ହୋଇଥାଏ
ଅସ୍ପୃଶ୍ୟତା ସମାଜର ଏକତାରେ ବାଧା ଦିଏ
ତାକୁ ଛୁଁଆ ବେମାରୀ ହୋଇଅଛି
ଛୁଆଁରୁ ଦୂରେଇ