Home Oriya Odia Dictionary

Download Oriya Odia Dictionary APP

Continuation Oriya Odia Meaning

ଅବିରତ, ଅବିରାମତା, ନିରନ୍ତରତା, ସତତତା, ସାତତ୍ବ

Definition

କୌଣସି କାମ, ସମାଜଆଦିରେ ବିରାଗୀ ନହେବା ଭାବ
ତଲ୍ଲୀନ ହେବାର ଅବସ୍ଥା ବା ଭାବ
ଅବିରାମ ହେବାର ଭାବ ବା ଅବସ୍ଥା ବା ସର୍ବଦା ଗତିଶୀଳ ରହିବା ଭାବ
ଲମ୍ବା ଚଉଡ଼ାଆଦି
ବିନା ବିରାମରେ,

Example

ବିଷୟାସକ୍ତି କାରଣରୁ ହିଁ ଆମେ ମୋହମାୟାରେ ଛନ୍ଦି ହୋଇଯାଇଥାଉ
ଦିବାକର ତଲ୍ଲୀନତା ସହିତ ଆପଣା କାମରେ ଲାଗିଥିଲା
ନିରନ୍ତରତା ହିଁ ଜୀବନର ମୂଳ ମନ୍ତ୍ର
ଭାରତର ବିସ୍ତାର ହିମାଳୟରୁ କନ୍ୟାକୁମାରୀ ପର୍ଯ୍ୟନ୍ତ
ଅନବରତ ବର୍ଷାହେବା କାରଣରୁ ଜନ-ଜୀବନ ଅସ୍ତବ