Home Oriya Odia Dictionary

Download Oriya Odia Dictionary APP

Contradiction Oriya Odia Meaning

ବିରୋଧାଭାସ

Definition

କାହାରି ବାକ୍ୟ ବା ସିଦ୍ଧାନ୍ତର ଖଣ୍ଡନ କରିବା ନିମନ୍ତେ ବା ତାହାର ବିରୋଧ କରିବାପାଇଁ କୁହାଯାଇଥିବା କଥା
ଦୁଇଟି କଥାରେ ଦେଖାଯାଉଥିବା ବିରୋଧ

Example

ପୃଥିବୀ ସ୍ଥିର ଅଛି ଏବଂ ସୂର୍ଯ୍ୟ ଗତିମାନ, ସର୍ବ ପ୍ରଥମେ ଏହି କଥାର ପ୍ରତିବାଦ ସୁକରାତ କରିଥିଲେ
ବ୍ୟକ୍ତିର କଥାରେ ବିରୋଧାଭାସ ଆସିବା କ୍ଷଣି ସେ ଅବିଶ୍ୱାସୀ ହୋଇଯାଏ