Home Oriya Odia Dictionary

Download Oriya Odia Dictionary APP

Control Tower Oriya Odia Meaning

କଂଟ୍ରୋଲ ଟାୱାର

Definition

ଉଡ଼ା ଜାହାଜ ପଡ଼ିଆରେ କାଚ ନିର୍ମିତ ଏକ ଗମ୍ବୁଜ ଯେଉଁଠୁ ଉଡ଼ା ଜାହାଜ ଘାଟିର ଚାରିପଟର ଜାହାଜ ଉପରେ ନଜର ରଖାଯାଏ

Example

ଉଡ଼ାଜାହାଜ ଏବେ ଓଲ୍ଲାଇବାକୁ ପ୍ରସ୍ତୁତ ହେଉଥିଲା ବେଳେ ଏହାର ସମ୍ପର୍କ କଂଟ୍ରୋଲ ଟାୱାର ଠାରୁ ଅଲଗା ହୋଇଗଲା