Home Oriya Odia Dictionary

Download Oriya Odia Dictionary APP

Controlled Oriya Odia Meaning

ନିୟନ୍ତ୍ରିତ, ସଂଯତ

Definition

ଯାହା ସଂଗ୍ରହ କରାଯାଇଛି
ଯାହା ଉପରେ ନିୟନ୍ତ୍ରଣ ଅଛି
କୌଣସି ପ୍ରକାରର ସୀମା ବା ମର୍ଯ୍ୟାଦାରେ ରହିବା ଓ ତାର ଉଲ୍ଲଙ୍ଘନ ନ କରୁଥିବା
ନିୟମ,ସଂଯମ ଆଦିରେ ବନ୍ଧା ହୋଇଥିବା
ବାସନା ଏବଂ ମନକୁ ବଶରେ ରଖିବା ବ୍ୟକ୍ତି
ଯିଏ କଥା ଦେଇଅଛି

Example

ଏହି ସଂଗ୍ରାହଳୟରେ ପୁରାକାଳୀନ ବହୁ ସଂଗୃହୀତ ବସ୍ତୁ ରହିଛି
ସରକାରଙ୍କଦ୍ୱାରା ନିୟନ୍ତ୍ରିତ ସଂସ୍ଥା ବନ୍ଦ ହୋଇଗଲା
ମର୍ଯ୍ୟାଦାବାନ୍‌ ବ୍ୟକ୍ତି ଶ୍ରଦ୍ଧାର ପାତ୍ର
ସଂଯତ ଜୀବନ ଜିଇଁଲେ ମନୁଷ୍ୟ ସୁଖୀ ରହେ