Home Oriya Odia Dictionary

Download Oriya Odia Dictionary APP

Controversial Oriya Odia Meaning

ବିବାଦକାରୀ, ବିବାଦୀ, ବିବାଦୀୟ

Definition

ଯାହା ସମ୍ପର୍କରେ ବିବାଦ ବା ଯୁକ୍ତିତର୍କ ହୋଇପାରେ
ଯେ ଝଗଡ଼ା କରୁଥାଏ
ଯେଉଁ ବିଷୟରେ ବିବାଦ ହୁଏ
ଯାହା ଉପରେ ବିବାଦ କରାଯାଇ ପାରେ ବା ଉଠି ପାରେ

Example

ମୁଁ କୌଣସି ବିବାଦାସ୍ପଦ ମାମଲାରେ ପଡ଼ିବାକୁ ଚାହୁଁନାହିଁ
ଝଗଡ଼ାକାରୀ ବ୍ୟକ୍ତିଠାରୁ ଦୂରରେ ରହିବା ଭଲ
ଦୁଇ ପକ୍ଷ ବିବାଦିତ ସମସ୍ୟା ଉପରେ ବୁଝାମଣା କରିନେଲେ
କିଛି ନେତା ବିବାଦୀ