Home Oriya Odia Dictionary

Download Oriya Odia Dictionary APP

Convert Oriya Odia Meaning

ପରିବର୍ତ୍ତନ କରିବା, ଫେରସ୍ତ କରିବା, ଫେରେଇବା, ବଦଳେଇବା, ବୁଝାଇବା

Definition

କୌଣସି କଥା ଇତ୍ୟାଦି କହି କିମ୍ବା ପ୍ରତିଶ୍ରୁତି ଦେଇ ତାକୁ ଅସ୍ୱୀକାର କରିବା ବା ପଛକୁ ହଟାଇବା
ଗୋଟିଏ ବସ୍ତୁକୁ ବଦଳାଇ ତା ସ୍ଥାନରେ ଅନ୍ୟକୁ ରଖିବା
କିଛି କମ୍‌ ଅଧିକ କରି ରୂପ ବଦଳେଇବା ବା

Example

ସେ ନିଜ କଥା ରକ୍ଷା କରିପାରିଲେ ନାହିଁ
ତୁମେ ବିଛଣାର ଚାଦରକୁ ପ୍ରତି ସପ୍ତାହରେ ବଦଳାଇବା ଉଚିତ
ଆଧୁନିକ ଜୀବନଶୈଳୀ ସମାଜରେ ବହୁତ ପରିବର୍ତ୍ତନ କରିଛି
ରମା ନିଜର ଫ୍ରିଜ୍ ବଦଳାଇ ଦେଲା
ଗତମାସରେ ହିଁ ମୋର