Home Oriya Odia Dictionary

Download Oriya Odia Dictionary APP

Conveyance Oriya Odia Meaning

ପରିବହନ, ଯାନବାହାନ

Definition

ଚଢ଼େଇ ଏବଂ କିଛି କୀଟଙ୍କର ଏକ ଅଙ୍ଗ ଯାହା ଉଡ଼ିବାରେ ସହାୟକ
ଯେଉଁ ଗାଡ଼ିରେ ଯାତ୍ରୀମାନେ ଯାତ୍ରା କରନ୍ତି
ପ୍ରଦର୍ଶନ ନିମନ୍ତେ ବହୁତ ଲୋକଙ୍କର କୌଣସି ଯାନସହିତ ବାହାରିବାର ପ୍ରକ୍ରିୟା
ଚଢ଼ିବା ପ୍ରକ୍ରିୟା
ପକ୍ଷୀମାନଙ୍କ ବାହାର ଆବରଣକୁ ତିଆରି କରିଥିବା

Example

ଶିକାରୀ ଖଣ୍ଡାରେ ପକ୍ଷୀର ଦୁଇଟି ଯାକ ଡେଣା କାଟିଦେଲା
ବସ୍‌ ଏକ ଯାତ୍ରୀବାହୀ ଗାଡ଼ି
ରଥଯାତ୍ରା ଦିନ ପୁରୀରେ ଭଗବାନଙ୍କ ପଟୁଆର ବାହାରେ
ଘୋଡ଼ାରେ ଆରୋହଣ କରିବା ସମୟରେ ରାମ ପଡ଼ିଗଲା
ପ୍ରଭୁ କୃଷ୍ଣ୍ନ ନିଜ ମୁଣ୍ଡରେ ମୟୂର ପକ୍ଷ ଧାରଣ କରୁଥିଲେ
ଯାତ୍ରୀ ନ ଥିବା