Home Oriya Odia Dictionary

Download Oriya Odia Dictionary APP

Convoluted Oriya Odia Meaning

ଅତିଗୂଢ, ଦୁରୂହ, ଦୁର୍ବୋଧ୍ୟ

Definition

ଯେ ଗମ୍ୟ ନୁହେଁ ବା ଯାହା ଯିବା ଯୋଗ୍ୟ ନୁହେଁ
ଯାହାର ଗଭୀରତା ବା ଗଭୀରତାର ଶେଷସ୍ତରର ପତ୍ତା ମିଳେ ନାହିଁ
ଯିଏ ଚଞ୍ଚଳ ନୁହେଁ
ଯାହା କୂଟତାରେ ଭରା ବା ଯାହା ବହୁତ କଠିନ
ଯେଉଁଥିରେ ବହୁତ ହେରଫେର୍ ବା ପେଞ୍ଚ ଅଛି ଏବଂ

Example

ସେ ଗମ୍ଭୀର ସ୍ୱଭାବର ବ୍ୟକ୍ତି
ଯୁଧିଷ୍ଠିର ଯକ୍ଷଙ୍କ କୂଟ ପ୍ରଶ୍ନର ଉତ୍ତର ଦେଇ ନିଜ ଭାଇମାନଙ୍କୁ ବଞ୍ଚାଇଲେ
ଏହା ଦୁର୍ବୋଧ୍ୟ ମାମଲା, ଏହାର ସମାଧାନ ବାହାର କରିବା କଠିନ
ତାର ଅବସ୍ଥା ଚିନ୍ତାଜନକ
ଜଣେ ଅ