Home Oriya Odia Dictionary

Download Oriya Odia Dictionary APP

Cooperative Oriya Odia Meaning

ଅନ୍ତର୍ଗତ, ଅନ୍ତର୍ଭୁକ୍ତ, ସମ୍ମିଳିତ, ସହକାରୀ, ସାମିଲ, ସାହାଯ୍ୟକାରୀ

Definition

ସେହି ବ୍ୟକ୍ତି ଯାହା ସହିତ କୌଣସି ସଂପର୍କ ଅଛି
ଯାହା ସଂଗ୍ରହ କରାଯାଇଛି
କୌଣସି କାର୍ଯ୍ୟରେ ସହଯୋଗ କରୁଥିବା ବ୍ୟକ୍ତି
କୌଣସି କାମ ବା ରୋଜଗାରରେ ଭାଗ ରଖୁଥିବା ବ୍ୟକ୍ତି
ଆଜ୍ଞା, ଅଧିକାରଆଦି କ୍ଷେତ୍ରରେ କାହାତଳେ ରହିବା ଲୋକ
କାହାର

Example

ମୋର ଜଣେ ସଂପର୍କୀୟ ଦିଲ୍ଲୀରେ ରହନ୍ତି
ଏହି ସଂଗ୍ରାହଳୟରେ ପୁରାକାଳୀନ ବହୁ ସଂଗୃହୀତ ବସ୍ତୁ ରହିଛି
ଏହି କାମରେ ସେ ମୋର ସହଯୋଗୀବ୍ୟକ୍ତି
ଏହି ବେପାର କରିବାପାଇଁ ମୋର ଜଣେ ଅଂଶୀଦାରର ଆବଶ୍ୟକତା ରହିଛି
ନିଜ ଅଧୀନ କର୍ମଚାରୀମାନଙ୍କ ସହିତ ମୀରାର