Home Oriya Odia Dictionary

Download Oriya Odia Dictionary APP

Coordination Oriya Odia Meaning

ତାଳମେଳ, ସମନ୍ବୟ, ସାମଞ୍ଜସ୍ୟତା, ସୁସଂପର୍କ

Definition

ମିଳନର କ୍ରିୟା ବା ଭାବ
ସାମଞ୍ଜସ୍ୟ ହେବାର ଅବସ୍ଥା ବା ଭାବ
କାର୍ଯ୍ୟ ଓ କାରଣର ସଂଗତି ବା ନିର୍ବାହ

Example

ନାଟକ ଶେଷରେ ନାୟକ ଓ ନାୟିକାଙ୍କ ମିଳନ ହେଲା
ପ୍ରଦୂଷଣ କାରଣରୁ ପ୍ରକୃତିର ସାମଞ୍ଜସ୍ୟତା ପ୍ରଭାବିତ ହୁଏ
ସମନ୍ୱୟ ରହିଲେ ସମସ୍ୟା ଆଉ କେଉଁଠି ରହିବ?