Home Oriya Odia Dictionary

Download Oriya Odia Dictionary APP

Corpuscle Oriya Odia Meaning

ଅଣୁ, କଣ, କଣିକା, ରକ୍ତ କଣିକା, ରକ୍ତ କୋଷିକା, ରୁଧିର କଣ, ରୁଧିର କୋଷିକା

Definition

ପଡ଼ିବା ବେଳେ ଜଳଆଦି ତରଳ ପଦାର୍ଥର ସେଭଳି କିଛି ଅଂଶ ଯାହା ପ୍ରାୟ ଛୋଟ ଗୋଲି ଭଳି ହୋଇଯାଏ
ରକ୍ତରେ ମିଳୁଥିବା କୋଷିକା
କୌଣସି ତତ୍ତ୍ୱ ବା ଯୌଗିକ ରୂପର ଅନେକ ସାଧାରଣ ଏବଂ ସରଂଚନାତ୍ମକ ଏକକ
ଅତି

Example

ବୁନ୍ଦାବୁନ୍ଦା ପାଣିରେ ଘଟ ଭରିଯାଏ
ରକ୍ତ କୋଷିକା ବହୁ ପ୍ରକାରର
ଅଣୁକୁ ଅଣୁବୀକ୍ଷଣଦ୍ୱାରା ହିଁ ଦେଖାଯାଇପାରେ
ମୋ ଆଖିରେ ବାଲିକଣିକା ପଡ଼ିଯାଇଛି
ପ୍ରଜାପତି ପୁଷ୍ପରେଣୁକୁ ଗୋଟିଏ ଫୁଲରୁ ଅନ୍ୟ ଫୁଲ ପର୍ଯ୍ୟନ୍ତ ନେଇଯାଏ