Home Oriya Odia Dictionary

Download Oriya Odia Dictionary APP

Corrupted Oriya Odia Meaning

ଭ୍ରଷ୍ଟାଚାରୀ

Definition

ଖରାପ ବା ନିନ୍ଦନୀୟ ଚରିତ୍ରର
ଭଲର ଓଲଟା ବା ବିପରୀତ
ଭ୍ରଷ୍ଟାଚାର ସମ୍ବନ୍ଧୀୟ
ଦୁର୍ନୀତିରେ ଲିପ୍ତ ଥିବା ବ୍ୟକ୍ତି
ଠିକ ବାଟରୁ ଦୂରେଇଯିବା

Example

ଦୁଶ୍ଚରିତ୍ର ବ୍ୟକ୍ତି ସମାଜପାଇଁ ଅଭିଶାପ
ଭ୍ରଷ୍ଟାଚାରୀ ଗତିବିଧିରେ ଲିପ୍ତ ହେବାରୁ ସେ ନିଲମ୍ବିତ ହେଲେ
ଭ୍ରଷ୍ଟାଚାରୀମାନେ ଦେଶକୁ ଖୋଳ କରିଦେଲେଣି
ଆଜିର ଭ୍ରଷ୍ଟ ସମାଜକୁ ସଠିକ୍‌ ମାର୍ଗଦର୍ଶନ ଦେବା ଆବଶ୍ୟକ