Home Oriya Odia Dictionary

Download Oriya Odia Dictionary APP

Corsage Oriya Odia Meaning

କୁସୁମଗୁଚ୍ଛ, ପୁଷ୍ପଗୁଚ୍ଛ

Definition

ସ୍ତ୍ରୀଲୋକମାନେ ପିନ୍ଧୁଥିବା ଏକପ୍ରକାର ଛୋଟ କୁର୍ତ୍ତା
ଏକ ସହିତ ବନ୍ଧାହୋଇଥିବା ଫୁଲସମୂହ
ପ୍ରାଚୀନ କାଳରେ ରାଣୀଉଆସ ଦେଖାଶୁଣା କରୁଥିବା ସେବକ
ଗୋଟିଏ ଦଣ୍ଡକ ଛନ୍ଦ

Example

ଭିକାରୁଣୀର ଚିରା କାଞ୍ଚୁଲି ଦେଖି ମମତା ତାକୁ ନିଜ କାଞ୍ଚୁଲିଟି ଦେଇଦେଲା
ସେ ପୁଷ୍ପଗୁଚ୍ଛ ଦେଇ ମୋତେ ସ୍ୱାଗତ କଲେ
ପୂର୍ବକାଳରେ କଞ୍ଚୁକୀମାନେ ରାଣୀଉଆସର ଦେଖାଶୁଣା କରୁଥିଲେ
କୁସୁମସ୍ତବକର ପ୍ରତ୍ୟେକ ପାଦରେ ନଅଟି ବା ନ’ରୁ ଅଧିକ ସଗଣ ଥାଏ